• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
S. No. Title Description Start Date End Date Documents
76 ଅନଲାଇନ୍ କାଉନସେଲିଂ ମାଧ୍ୟମରେ ନୂତନ ଭାବରେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକ(ଯୋଜନା ଭିତ୍ତିକ)-୨୦୨୩ ମାନଙ୍କର ଚୂଡ଼ାନ୍ତ ବିଦ୍ୟାଳୟ ବଣ୍ଟନ ତାଲିକା । ଅନଲାଇନ୍ କାଉନସେଲିଂ ମାଧ୍ୟମରେ ନୂତନ ଭାବରେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକ(ଯୋଜନା ଭିତ୍ତିକ)-୨୦୨୩ ମାନଙ୍କର ଚୂଡ଼ାନ୍ତ ବିଦ୍ୟାଳୟ ବଣ୍ଟନ ତାଲିକା । 17-10-2024 30-11-2024
77 ଭଦ୍ରକ ଜିଲ୍ଲାରେ ମହାତ୍ମା ଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନା ଅଧୀନରେ ଗ୍ରାମ ରୋଜଗର ସେବକ (GRS) ପଦବୀରେ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ପାଇଁ ଆବେଦନପତ୍ର ଆହ୍ଵାନ ଭଦ୍ରକ ଜିଲ୍ଲାରେ ମହାତ୍ମା ଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନା ଅଧୀନରେ ଗ୍ରାମ ରୋଜଗର ସେବକ (GRS) ପଦବୀରେ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ପାଇଁ ଆବେଦନପତ୍ର ଆହ୍ଵାନ  05-10-2024 05-11-2024
78 କନିଷ୍ଠ ଶିକ୍ଷକ(ଯୋଜନା ଭିତ୍ତିକ) ଙ୍କ ପାଇଁ ଆସନ୍ତା ୫ ଅକ୍ଟୋବର ୨୦୨୪ ରେ ଅନୁଷ୍ଠିତ ହେବାକୁ ଥିବା ଓରିଏଣ୍ଟେସନ୍ ପ୍ରୋଗ୍ରାମ୍ ର ସୂଚନା । କନିଷ୍ଠ ଶିକ୍ଷକ (ଯୋଜନା ଭିତ୍ତିକ) ଙ୍କ ପାଇଁ ଆସନ୍ତା ୫ ଅକ୍ଟୋବର ୨୦୨୪ ରେ ଅନୁଷ୍ଠିତ ହେବାକୁ ଥିବା ଓରିଏଣ୍ଟେସନ୍ ପ୍ରୋଗ୍ରାମ୍  ର ସୂଚନା । 30-09-2024 06-10-2024
79 ଚୂଡ଼ାନ୍ତ ମେଧା ତାଲିକାର ପ୍ରକାଶିତ କନିଷ୍ଠ ଶିକ୍ଷକ(ଯୋଜନା ଭିତ୍ତିକ)-୨୦୨୩ ର ପାର୍ଥୀ ମାନଙ୍କ ପାଇଁ ଅଣ ନ୍ୟାୟୀକ ଷ୍ଟାମ୍ପ ପେପର ରେ ଚୁକ୍ତିନାମା ସମ୍ବନ୍ଧୀୟ ସୂଚନା । ଚୂଡ଼ାନ୍ତ ମେଧା ତାଲିକାର ପ୍ରକାଶିତ କନିଷ୍ଠ ଶିକ୍ଷକ(ଯୋଜନା ଭିତ୍ତିକ)-୨୦୨୩ ର ପାର୍ଥୀ ମାନଙ୍କ ପାଇଁ ଅଣ ନ୍ୟାୟୀକ ଷ୍ଟାମ୍ପ  ପେପର ରେ ଚୁକ୍ତିନାମା ସମ୍ବନ୍ଧୀୟ ସୂଚନା ।  25-09-2024 05-10-2024
80 ପାର୍ଟ ଟାଇମ ଇନଷ୍ଟ୍ରକ୍ଟର (ଶାରୀରିକ ଶିକ୍ଷା) ନିଯୁକ୍ତି ସମ୍ବନ୍ଧୀୟ ପ୍ରୋଭିଜିନାଲ୍ ମେଧା ତାଲିକା,ପ୍ରତୀକ୍ଷା ତାଲିକା ଓ ଅଗ୍ରାହ୍ୟ ତାଲିକା ର ପ୍ରକାଶନ (ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ,ସମଗ୍ର ଶିକ୍ଷା ,ଭଦ୍ରକ ) ପାର୍ଟ ଟାଇମ ଇନଷ୍ଟ୍ରକ୍ଟର (ଶାରୀରିକ ଶିକ୍ଷା) ନିଯୁକ୍ତି ସମ୍ବନ୍ଧୀୟ ପ୍ରୋଭିଜିନାଲ୍ ମେଧା ତାଲିକା,ପ୍ରତୀକ୍ଷା ତାଲିକା ଓ ଅଗ୍ରାହ୍ୟ ତାଲିକା  ର ପ୍ରକାଶନ (ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ,ସମଗ୍ର ଶିକ୍ଷା ,ଭଦ୍ରକ ) 20-08-2024 31-08-2024
81 କନିଷ୍ଠ ଶିକ୍ଷକ(ଯୋଜନା ଭିତ୍ତିକ)-୨୦୨୩ ନିଯୁକ୍ତି ରେ ଅନ୍ ଲାଇନ୍ କାଉନ୍ସେଲିଂ ସମ୍ବନ୍ଧରେ ସୂଚନା କନିଷ୍ଠ ଶିକ୍ଷକ(ଯୋଜନା ଭିତ୍ତିକ)-୨୦୨୩ ନିଯୁକ୍ତି ରେ ଅନ୍ ଲାଇନ୍ କାଉନ୍ସେଲିଂ ସମ୍ବନ୍ଧରେ ସୂଚନାସୂଚନା( ୧୨ଅଗଷ୍ଟ ୨୦୨୪ ଅପରାହ୍ନ ୧୨ ଘଟିକା ରୁ ୧୬ ଅଗଷ୍ଟ  ୨୦୨୪ ଅପରାହ୍ଣ ୫ ଘଟିକା ପର୍ଯ୍ୟନ୍ତ) 12-08-2024 16-08-2024
82 ଭଦ୍ରକ ଜିଲ୍ଲାର କନିଷ୍ଠ ଶିକ୍ଷକ(ଯୋଜନା ଭିତ୍ତିକ)-୨୦୨୩ ନିଯୁକ୍ତି ସମ୍ବନ୍ଧୀୟ ଚୂଡ଼ାନ୍ତ ମେଧା ତାଲିକାର ପ୍ରକାଶନ । ଭଦ୍ରକ ଜିଲ୍ଲାର କନିଷ୍ଠ ଶିକ୍ଷକ(ଯୋଜନା ଭିତ୍ତିକ)-୨୦୨୩ ନିଯୁକ୍ତି ସମ୍ବନ୍ଧୀୟ ଚୂଡ଼ାନ୍ତ ମେଧା ତାଲିକାର ପ୍ରକାଶନ । 05-08-2024 04-08-2025
83 ପାର୍ଟ ଟାଇମ ଇନଷ୍ଟ୍ରକ୍ଟର (ଶାରୀରିକ ଶିକ୍ଷା) ନିଯୁକ୍ତି ସମ୍ବନ୍ଧୀୟ ମେଧା ତାଲିକା ର ପ୍ରକାଶନ (ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ,ସମଗ୍ର ଶିକ୍ଷା ,ଭଦ୍ରକ ) ପାର୍ଟ ଟାଇମ ଇନଷ୍ଟ୍ରକ୍ଟର (ଶାରୀରିକ ଶିକ୍ଷା) ନିଯୁକ୍ତି ସମ୍ବନ୍ଧୀୟ ମେଧା ତାଲିକା ର ପ୍ରକାଶନ (ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ,ସମଗ୍ର ଶିକ୍ଷା ,ଭଦ୍ରକ) 29-07-2024 06-08-2024
84 ଭଦ୍ରକ ଜିଲ୍ଲାର କନିଷ୍ଠ ଶିକ୍ଷକ(ଯୋଜନା ଭିତ୍ତିକ)-୨୦୨୩ ନିଯୁକ୍ତି ସମ୍ବନ୍ଧୀୟ ପ୍ରୋଭିଜିନାଲ୍ ମେଧା ତାଲିକା ଓ ଅଗ୍ରାହ୍ୟ ତାଲିକା ର ପ୍ରକାଶନ । ଭଦ୍ରକ ଜିଲ୍ଲାର କନିଷ୍ଠ ଶିକ୍ଷକ(ଯୋଜନା ଭିତ୍ତିକ)-୨୦୨୩ ନିଯୁକ୍ତି ସମ୍ବନ୍ଧୀୟ ପ୍ରୋଭିଜିନାଲ୍ ମେଧା ତାଲିକା ଓ ଅଗ୍ରାହ୍ୟ ତାଲିକା ର ପ୍ରକାଶନ ।  25-07-2024 02-08-2024
85 ଯୋଜନା ଭିତ୍ତିକ କନିଷ୍ଠ ଶିକ୍ଷକ ନିଯୁକ୍ତି-୨୦୨୩ ସମ୍ବନ୍ଧରେ ଦରଖାସ୍ତ କରିଥିବା ପାର୍ଥିମାନଙ୍କ ନିମିତ୍ତ ସୂଚନା ଯୋଜନା ଭିତ୍ତିକ କନିଷ୍ଠ ଶିକ୍ଷକ ନିଯୁକ୍ତି-୨୦୨୩ ସମ୍ବନ୍ଧରେ ଦରଖାସ୍ତ କରିଥିବା ପାର୍ଥିମାନଙ୍କ ନିମିତ୍ତ ସୂଚନା  16-07-2024 31-07-2024
86 ବାସୁଦେବପୁର କୃଷି ଉତ୍ପାଦକ ସଂଗଠନ କମ୍ପାନୀ ଲି ରେ ମୁଖ୍ୟ ନିର୍ବାହୀ ଅଧିକାରୀ ଓ ହିସାବ ରକ୍ଷକ ପଦ ପୂରଣ ନିମିତ୍ତ ବିଜ୍ଞାପନ ମୁଖ୍ୟ ନିର୍ବାହୀ ଅଧିକାରୀ ଓ ହିସାବ ରକ୍ଷକ ପଦ ପୂରଣ ନିମିତ୍ତ ବିଜ୍ଞାପନ 10-07-2024 20-07-2024
87 ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟ,ଭଦ୍ରକରେ ଡାଟା ଏଣ୍ଟ୍ରି ଅପରେଟର୍ ତଥା ଆକାଉଟାଣ୍ଟ ପଦ ଓ କାଉନସେଲର ପଦ ନିମିତ ଲିଖିତ ଓ ସାକ୍ଷାତକାର ପାଇଁ ସୂଚନା ଡାଟା ଏଣ୍ଟ୍ରି ଅପରେଟର୍ ତଥା ଆକାଉଟାଣ୍ଟ ପଦ ଓ କାଉନସେଲର ପଦ ନିମିତ ଲିଖିତ ଓ ସାକ୍ଷାତକାର ପାଇଁ ସୂଚନା 06-07-2024 31-07-2024
88 ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟ,ଭଦ୍ରକରେ ଯୋଗ ଇନଷ୍ଟ୍ରକଟର ପଦ ପାଇଁ ଦସ୍ତାବିଜ ତନଖି ଓ ସାକ୍ଷାତକାର ପାଇଁ ସୂଚନା Empanelment of Part Time Yoga Instructor  06-07-2024 31-07-2024
89 ତିହିଡ଼ି ବ୍ଲକ୍ ଅନ୍ତର୍ଗତ ବାସୁଳି ନୋଡ଼ାଲ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ,କାଁପଡା ରେ ଅତିଥି ଶିକ୍ଷକ ନିୟୋଜନ ନିମିତ୍ତ ବିଜ୍ଞାପନ 02-07-2024 08-07-2024
90 ବନ୍ତ ବ୍ଲକ୍ ଅନ୍ତର୍ଗତ କାଦବରାଙ୍ଗ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ,କାଦବରାଙ୍ଗ ରେ ଅତିଥି ଶିକ୍ଷକ ନିୟୋଜନ ନିମିତ୍ତ ବିଜ୍ଞାପନ 01-07-2024 07-07-2024