• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ

ଭଦ୍ରକ ଜିଲ୍ଲାର ଆରକ୍ଷୀ ବ୍ୟବସ୍ଥା ଆରକ୍ଷୀ ମହାନିର୍ଦ୍ଦେଶକ, ପୂର୍ବାଞ୍ଚଳ, ବାଲେଶ୍ୱରଙ୍କ ଅଧିନରେ କାର୍ଯ୍ୟ କରିଥାଏ, ଏହି ଜିଲ୍ଲାରେ ସମୁଦାୟ ୨୦ ଟି ଆରକ୍ଷୀ କେନ୍ଦ୍ର(ପୁଲିସ ଥାନା) କାର୍ଯ୍ୟକରୁଅଛି । ଯାହାର ବିବରଣୀ ନିମ୍ନରେ ପ୍ରଦତ୍ତ ହେଲା ।

ଭଦ୍ରକ ଜିଲ୍ଲାର ଆରକ୍ଷୀ କେନ୍ଦ୍ର(ପୁଲିସ ଥାନା) ସମୂହ
କ୍ରମିକ ସଂଖ୍ୟାଆରକ୍ଷୀ କେନ୍ଦ୍ର(ପୁଲିସ ଥାନା) ର ନାମ
୦୧ଆଗରପଡା ଆରକ୍ଷୀ କେନ୍ଦ୍ର
୦୨ବଂଶଡା ଆରକ୍ଷୀ କେନ୍ଦ୍ର
୦୩ବାସୁଦେବପୁର ଆରକ୍ଷୀ କେନ୍ଦ୍ର
୦୪ଭଦ୍ରକ ଗ୍ରାମାଞ୍ଚଳ ଆରକ୍ଷୀ କେନ୍ଦ୍ର
୦୫ଭଦ୍ରକ ସହରଞ୍ଚଳ ଆରକ୍ଷୀ କେନ୍ଦ୍ର
୦୬ଭଣ୍ଡାରିପୋଖରୀ ଆରକ୍ଷୀ କେନ୍ଦ୍ର
୦୭ବନ୍ତ ଆରକ୍ଷୀ କେନ୍ଦ୍ର
୦୮ଚାନ୍ଦବାଲି ଆରକ୍ଷୀ କେନ୍ଦ୍ର
୦୯ଚୁଡାମଣୀ ସାମୁଦ୍ରିକ ଆରକ୍ଷୀ କେନ୍ଦ୍ର
୧୦ଧାମନଗର ଆରକ୍ଷୀ କେନ୍ଦ୍ର
୧୧ଧୁଷୁରୀ ଆରକ୍ଷୀ କେନ୍ଦ୍ର
୧୨ଭଦ୍ରକ ବିଦ୍ୟୁତ୍ ଶକ୍ତି ଆରକ୍ଷୀ କେନ୍ଦ୍ର
୧୩କସିଆ ସାମୁଦ୍ରିକ ଆରକ୍ଷୀ କେନ୍ଦ୍ର
୧୪ଧାମରା ସାମୁଦ୍ରିକ ଆରକ୍ଷୀ କେନ୍ଦ୍ର
୧୫ନାୟକାଣୀଡିହ ଆରକ୍ଷୀ କେନ୍ଦ୍ର
୧୬ପୁରୁଣାବଜାର ଆରକ୍ଷୀ କେନ୍ଦ୍ର
୧୭ତିହିଡି ଆରକ୍ଷୀ କେନ୍ଦ୍ର
୧୮ଧାମରା ଆରକ୍ଷୀ କେନ୍ଦ୍ର
୧୯ପିରହାଟ୍
୨୦ସାବରଙ୍ଗା