ସ୍ଵତନ୍ତ୍ର ଭୂ-ଅର୍ଜନ କକ୍ଷ, ଶିଳ୍ପ ପାର୍କ ପ୍ରକଳ୍ପ, ଭଦ୍ରକ
କକ୍ଷର ନାମ:- ସ୍ଵତନ୍ତ୍ର ଭୂ-ଅର୍ଜନ କକ୍ଷ, ଶିଳ୍ପ ପାର୍କ ପ୍ରକଳ୍ପ, ଭଦ୍ରକ ।
ଉଦ୍ଦେଶ୍ୟ :- ଶିଳ୍ପ ପାର୍କ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ।
କକ୍ଷ ସୃଷ୍ଟିର ବିବରଣୀ:-ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ, ଭୁବନେଶ୍ୱର ଚିଠି ସଂଖ୍ୟା -RDM-LAA-BDK-0001- 8095/ R&DM, ତା: ୦୨.୦୩.୨୦୨୩ ରେ ସ୍ଵତନ୍ତ୍ର ଭୂ-ଅର୍ଜନ କକ୍ଷ ଅନୁମୋଦିତ
Staff in position:-
Sl. No. | Name of the employees | Designation | Contact No. | Remarks |
୧ | କାର୍ତ୍ତିକ ନାଥ ମଣ୍ଡଳ , ଓ.ପ୍ର.ସେ-୧ | ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ | ୯୪୩୮୬୩୫୦୩୮ | |
୨ | ସୁଧାଂଶୁ ମୋହନ ସ୍ୱାଇଁ, ଓ.ରା.ସେ | ମଣ୍ଡଳ ଅଧିକାରୀ | ୯୭୬୭୪୯୫୨୯୦ | |
୩ | ରସିକ ମୋହନ ମହାନ୍ତି | ଉପ-ବିଭଗିୟ ଅଧିକାରୀ ଏବଂ ହିସାବ ରକ୍ଷକ | ୯୪୩୭୫୩୦୭୬୦ | ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କୁ ସେବା ଯୋଗାଣ କାରି ସଂସ୍ଥା ମାଧ୍ୟମରେ ନିଯୁକ୍ତି ଦିଆଯାଇ ଅଛି । |
୪ | ବନମାଳୀ ପ୍ରଧାନ | ବେଞ୍ଚ ପେସ୍କାର | ୬୩୭୧୨୫୫୮୩୦ | |
୫ | ଦୁର୍ଯୋଧନ ଦାସ | ରାଜସ୍ୱ ନିରୀକ୍ଷକ | ୯୯୩୭୭୧୧୪୨୪ | |
୬ | ରବୀନ୍ଦ୍ର କୁମାର ପ୍ରଧାନ | ରାଜସ୍ୱ ନିରୀକ୍ଷକ | ୯୦୯୦୦୪୩୭୧୬ | |
୭ | ଦୀନବନ୍ଧୁ ନାୟକ | ଅମିନ | ୯୦୯୦୭୦୧୨୨୧ | |
୮ | ଅକ୍ଷୟ କୁମାର ପଣ୍ଡା | ଅମିନ | ୯୯୩୭୬୪୬୪୮୧ | |
୯ | ଅନନ୍ତ କୁମାର ବାରିକ | ଅମିନ | ୮୯୦୮୩୪୦୦୦୫ | |
୧୦ | ନିରୋଦ କୁମାର ମହାନ୍ତି | ଅମିନ | ୯୩୩୭୬୧୧୭୧୮ | |
୧୧ | ନରେନ୍ଦ୍ର କୁମାର ଦାସ | ଚେନ ମ୍ୟାନ | ୯୪୩୮୨୭୫୭୧୬ | |
୧୨ | ମଧୁସୂଦନ ସାହୁ | ଚେନ ମ୍ୟାନ | ୭୩୮୧୪୮୫୪୯୯ | |
୧୩ | ଲକ୍ଷ୍ମୀଧର ତ୍ରିପାଠୀ | ପ୍ରଜ୍ଞା ଜାରକ | ୯୪୩୭୨୯୨୩୩୬ | |
୧୪ | ବିଦ୍ୟାଧର ବେହେରା | ପ୍ରଜ୍ଞା ଜାରକ | ୮୦୧୮୬୪୬୬୦୪ | |
୧୫ | ପରମାନନ୍ଦ ଭୋଳ | ଚପରାଶି | ୯୪୩୮୭୯୪୯୧୭ |
୧. ଶିଳ୍ପ ପାର୍କ ପ୍ରକଳ୍ପ, ଭଦ୍ରକ ପାଇଁ ପ୍ରଥମ ପର୍ଯ୍ୟାୟ ଜମି ଅଧିଗ୍ରହଣ:-
ଓଡ଼ିଶା ଔଦ୍ୟୋଗିକ ବିକାଶ ନିଗମ (IDCO), ଭୁବନେଶ୍ୱର ତରଫରୁ ପ୍ରଥମଥର ପାଇଁ ଭଦ୍ରକ ଜିଲ୍ଲାର ଶିଳ୍ପ ପାର୍କ ପ୍ରକଳ୍ପ (IPP) ନିର୍ମାଣ ପାଇଁ ମୌଜା:-ଜଗନ୍ନାଥପ୍ରସାଦ, ଲକ୍ଷ୍ମୀପ୍ରସାଦ, ବଳଭଦ୍ରପ୍ରସାଦ ଓ କଇଥଖୋଲା ଅଞ୍ଚଳରେ ଏକର: ୯୬୧.୨୬୩୯ ବ୍ୟକ୍ତିଗତ ଜମି ଅଧିଗ୍ରହଣ ପାଇଁ ଅନୁରୋଧ ଦାଖଲ କରାଯାଇଛି। ପରେ, ଏହି ଜମି ଅଧିଗ୍ରହଣ କାର୍ଯ୍ୟ ସଂପାଦନ ପାଇଁ ୧୨ ଟି ଜମି ଅଧିଗ୍ରହଣ ପ୍ରକ୍ରିୟା (LA Proceedings) ଆରମ୍ଭ କରାଯାଇଛି। ଏହି ପ୍ରକ୍ରିୟା ଅନୁଯାୟୀ ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ, ଭୁବନେଶ୍ୱର ତରଫରୁ ୪ (୧ ) ଅଧିସୂଚନା ଓ ୮ (୨) ଧାରାର ଘୋଷଣା ନାମା ଜାରି କରାଯାଇଛି, ଯାହା ତଳେ ଉଲ୍ଲେଖ ଅଛି।
ଏଲ. ଏ. କେସ ନଂ. | ମୌଜା | ୪(୧) ଅଧିସୂଚନା ନଂ. ଏବଂ ତାରିଖ | ୮(୨) ଘୋଷଣା ନଂ. ଏବଂ ତାରିଖ |
୨/୨୨ | ଜଗନ୍ନାଥପ୍ରସାଦ | ୩୦୦୪୧ ୦୯.୦୯.୨୦୨୨ | ୨୨୬୬୭ ୨୮.୦୬.୨୦୨୩ |
୫/୨୨ | ଜଗନ୍ନାଥପ୍ରସାଦ | ୨୯୯୫୫ ୦୯.୦୯.୨୦୨୨ | ୨୨୯୦୭ ୩୦.୦୬.୨୦୨୩ |
୧/୨୩ | ଜଗନ୍ନାଥପ୍ରସାଦ | ୩୦୨୦ ୨୫.୦୧.୨୦୨୩ | ୨୨୯୦୧ ୩୦.୦୬.୨୦୨୩ |
୧/୨୨ | ଲକ୍ଷ୍ମୀପ୍ରସାଦ | ୩୦୦୪୧ ୦୯.୦୯.୨୦୨୨ | ୨୨୬୬୭ ୨୮.୦୬.୨୦୨୩ |
୬/୨୨ | ଲକ୍ଷ୍ମୀପ୍ରସାଦ | ୨୯୯୫୫ ୦୯.୦୯.୨୦୨୨ | ୨୨୯୦୭ ୩୦.୦୬.୨୦୨୩ |
୨/୨୩ | ଲକ୍ଷ୍ମୀପ୍ରସାଦ | ୩୦୨୦ ୨୫.୦୧.୨୦୨୩ | ୨୨୯୦୧ ୩୦.୦୬.୨୦୨୩ |
୪/୨୨ | ବଲଭଦ୍ରପ୍ରସାଦ | ୩୦୦୪୧ ୦୯.୦୯.୨୦୨୨ | ୨୨୬୬୭ ୨୮.୦୬.୨୦୨୩ |
୭/୨୨ | ବଲଭଦ୍ରପ୍ରସାଦ | ୨୯୯୫୫ ୦୯.୦୯.୨୦୨୨ | ୨୨୯୦୭ ୩୦.୦୬.୨୦୨୩ |
୩/୨୩ | ବଲଭଦ୍ରପ୍ରସାଦ | ୩୦୨୦ ୨୫.୦୧.୨୦୨୩ | ୨୨୯୦୧ ୩୦.୦୬.୨୦୨୩ |
୩/୨୨ | କଇଥଖୋଲା | ୩୦୦୪୧ ୦୯.୦୯୨୦୨୨ | ୨୨୬୬୭ ୨୮.୦୬.୨୦୨୩ |
୮/୨୨ | କଇଥଖୋଲା | ୨୯୯୫୫ ୦୯.୦୯.୨୦୨୨ | ୨୨୯୦୭ ୩୦.୦୬୨୦୨୩ |
୪/୨୩ | କଇଥଖୋଲା | ୩୦୨୦ ୨୫.୦୧.୨୦୨୩ | ୨୨୯୦୧ ୩୦.୦୬.୨୦୨୩ |
Sପରବର୍ତ୍ତୀକାଳରେ, ସରକାରଙ୍କ RFCTLAR&R Act, 2013 ର ଧାରା-୧୧(୧) ଅନୁଯାୟୀ ବିଭିନ୍ନ ଚରଣରେ ରାଜ୍ୟ ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ, ଭୁବନେଶ୍ୱର ଦ୍ୱାରା ଅଧିସୂଚନା ଜାରି କରାଯାଇଛି, ଯାହାର ବିବରଣୀ ନିମ୍ନରେ ଦିଆଯାଇଛି। ସମସ୍ତ ଅଧିସୂଚନା ଓଡ଼ିଶା ଗଜେଟ ଓ ଦୁଇଟି ଓଡ଼ିଆ ଦୈନିକ ପତ୍ରିକାରେ ପ୍ରକାଶିତ ହୋଇଛି। ପୁନଃବାସ ଓ ପୁନର୍ବ୍ୟବସ୍ଥାପନ (R&R) ନିୟମ ଅଧିକ୍ରମେ ଯୋଜନା ପାଇଁ ମୋଟ ଟଙ୍କା: ୭୩,୬୫,୮୬୯/- ଟଙ୍କା ଅନୁମୋଦିତ ହୋଇଛି । ଏଥି ସହିତ ଜମି ମୂଲ୍ୟ ପାଇଁ ମୋଟ ଅର୍ଥରାଶି ଟଙ୍କା: -୩୬୯,୭୪,୧୭,୧୯୨/- ମଧ୍ୟ ଅନୁମୋଦିତ ହୋଇ, ଏହା ପରିଚାଳନା ନିର୍ଦ୍ଦେଶକ, ଔଦ୍ୟୋଗିକ ବିକାଶ ନିଗମ (IDCO) ମାଧ୍ୟମରେ ସ୍ଵତନ୍ତ୍ର ଭୂ-ଅର୍ଜନ ଅଧିକାରୀ ଙ୍କ ବ୍ୟାଙ୍କ ଜମା ଖାତାକୁ ଦିଆଯାଇଅଛି । ଏହି ଆଇନ ଅନୁଯାୟୀ ଧାରା-୧୯ (୧) ରେ ଘୋଷଣା ପାଇଁ ଚିଠା ଘୋଷଣାପତ୍ର ଆବଶ୍ୟକିୟ କାଗଜାତ ଯେପରିକି – ଆପତ୍ତି ନଥିବା ସର୍ଟିଫିକେଟ୍, ରେଡିଅଲ୍ ଡିସ୍ଟାନ୍ସ ସର୍ଟିଫିକେଟ୍, ଯୁକ୍ତିସଙ୍ଗତ ରିପୋର୍ଟ, ପ୍ରକ୍ରିୟାନୁସାରେ ଅନୁମାନିକ ହିସାବ, ତହବିଲ୍ ସର୍ଟିଫିକେଟ୍, ପୁନଃବାସ ଓ ପୁନର୍ବ୍ୟବସ୍ଥାପନର ସାରଂଶ ଏବଂ କ୍ଷେତ୍ରରେ ପୁନଃବାସ ଓ ପୁନର୍ବ୍ୟବସ୍ଥାପନ ଯୋଜନା ଜାରି କରିବାର ନୋଟିସକୁ ପରିଚାଳନା ନିର୍ଦ୍ଦେଶକ, ଔଦ୍ୟୋଗିକ ବିକାଶ ନିଗମ (IDCO), ଭୁବନେଶ୍ୱରଙ୍କ ନିକଟକୁ ଆଗାମୀ ସରକାରୀ ଘୋଷଣା ପାଇଁ ପାଠାଯାଇ ଅଛି ।
ଏଲ.ଏ. କେସ ନଂ. | ମୌଜା | ୧୧(୧) ଅଧିସୂଚନା ନଂ ଏବଂ ତାରିଖ | ଅଧିସୂଚନା ର ରକବା (ଏକର ରେ) | ଅନୁମୋଦିତ ରାଶି | MD (IDCO)ର ପତ୍ର ସଂଖ୍ୟା ଏବଂ ତାରିଖ | ୧୯(୧) ଘୋଷଣା ପାଇଁ MD (IDCO) ଙ୍କ ପାଖରେ ଚିଠା ଦାଖଲ ର ପତ୍ର ସଂଖ୍ୟା ଏବଂ ତାରିଖ |
୨/୨୨ | ଜଗନ୍ନାଥପ୍ରସାଦ | ୪୦୩୫୨ ୧୫.୧୧.୨୩ | ୨୯୫.୫୫୫ | ୧୩୫୩୮୮୯୧୬୯.୦୦ | ୩୨୬ ୦୪.୦୧.୨୫ | ୪୮୬/ ୦୫.୦୮.୨୪ |
୫/୨୨ | ଜଗନ୍ନାଥପ୍ରସାଦ | ୩୯୯୮୭ ୧୩.୧୧.୨୩ | ୯୩.୦୧୫ | ୪୭୫୨୨୫୧୧୦.୦୦ | ୩୫୮୨୪ ୨୦.୧୨.୨୪ | ୪୮୧/ ୦୫.୦୮.୨୪ |
୧/୨୩ | ଜଗନ୍ନାଥପ୍ରସାଦ | ୪୨୫୧୦ ୪.୧୨.୨୩ | ୧୧୬.୬୨୮ | ୫୫୧୯୭୦୨୬୨.୦୦ | ୩୫୮୨୪ ୨୦.୧୨.୨୪ | ୪୭୭/ ୦୫.୦୮.୨୪ |
୧/୨୨ | ଲକ୍ଷ୍ମୀପ୍ରସାଦ | ୩୨୮୩୧ ୧୩.୦୯.୨୩ | ୩୨୯.୨୬୩୯ | ୮୪୫୮୩୩୧୦୭.୦୦ | ୨୬୦୮୧ ୩୧.୦୮.୨୪ | ୫୦୫/ ୦୭.୦୮.୨୪ |
୬/୨୨ | ଲକ୍ଷ୍ମୀପ୍ରସାଦ | ୪୨୯୫୨ ୬.୧୨.୨୩ | ୫୫.୮୪୬ | ୧୪୪୩୨୩୬୫୦.୦୦ | ୨୬୦୮୧ ୩୧.୦୮.୨୪ | ୫୦୯/ ୦୭.୦୮.୨୪ |
୨/୨୩ | ଲକ୍ଷ୍ମୀପ୍ରସାଦ | ୪୨୭୦୫ ୫.୧୨.୨୩ | ୨୨.୪୪୫ | ୫୮୮୦୨୮୫୪.୦୦ | ୨୬୦୮୧ ୩୧.୦୮.୨୪ | ୫୧୩/ ୦୯.୦୮.୨୪ |
୪/୨୨ | ବଲଭଦ୍ରପ୍ରସାଦ | ୩୧୯୦୩ ୦୫.୦୯.୨୩ | ୧୫.୦୫ | ୭୨୯୧୦୨୪୭.୦୦ | ୨୬୦୮୧ ୩୧.୦୮.୨୪ | ୪୯୦/ ୦୫.୦୮.୨୪ |
୭/୨୨ | ବଲଭଦ୍ରପ୍ରସାଦ | ୩୨୮୩୯ ୧୩.୦୯.୨୩ | ୧୪.୦୩ | ୭୧୧୦୮୮୮୯.୦୦ | ୨୬୦୮୧ ୩୧.୦୮.୨୪ | ୪୯୮/ ୦୫.୦୮.୨୪ |
୩/୨୩ | ବଲଭଦ୍ରପ୍ରସାଦ | ୩୯୩୯୧ ୦୮.୧୧.୨୩ | ୧୫.୭୩୨ | ୭୫୩୦୩୫୪୪.୦୦ | ୨୬୦୮୧ ୩୧.୦୮.୨୪ | ୪୯୪/ ୦୫.୦୮.୨୪ |
୩/୨୨ | କଇଥଖୋଲା | ୩୧୬୪୭ ୦୨.୦୯.୨୩ | ୨.୮୯ | ୧୮୦୪୭୩୫୫.୦୦ | ୨୪୦୭୫ ୧୩.୦୮.୨୪ | ୪୪୫/ ୧୮.୦୭.୨୪ |
୮/୨୨ | କଇଥଖୋଲା | ୪୦୩୪୫ ୧୫.୧୧.୨୩ | ୦.୧୯ | ୨୫୦୫୮୫୯୪.୦୦ | ୨୪୦୭୫ ୧୩.୦୮.୨୪ | ୪୪୯/ ୧୮.୦୭.୨୪ |
୪/୨୩ | କଇଥଖୋଲା | ୩୨୬୩୨ ୧୨.୦୨.୨୩ | ୦.୬୨ | ୪୯୪୪୪୧୧.୦୦ | ୨୪୦୭୫ ୧୩.୦୮.୨୪ | ୪୫୩/ ୧୮.୦୭.୨୪ |
| ମୋଟ |
| ୯୬୧.୨୬୪୯ | ୩୬୯୭୪୧୭୧୯୨.୦୦ |
|
|
୨. ଶିଳ୍ପ ପାର୍କ ପ୍ରକଳ୍ପ, ଭଦ୍ରକ ପାଇଁ ଦ୍ଵିତୀୟ ପର୍ଯ୍ୟାୟ ଜମି ଅଧିଗ୍ରହଣ:-
ଔଦ୍ୟୋଗିକ ବିକାଶ ନିଗମ (IDCO), ଭୁବନେଶ୍ୱର ଙ୍କ ଚିଠି ନମ୍ବର:୨୭୫୪୯, ତାରିଖ: ୨୯.୦୮.୨୦୨୩ ରେ ୧୨ ଟି ଗ୍ରାମରେ ମୋଟ ଏକର: ୨୩୬୦.୫୧୪୪ ଜମିର ଦ୍ୱିତୀୟ ପର୍ଯ୍ୟାୟ ଅଧିଗ୍ରହଣ ନିମନ୍ତେ ଚାନ୍ଦବା ତହସିଲ୍ ଅଧୀନରେ ଥିବା ମୌଜା: ବଜରାପୁର, ବଳଭଦ୍ରପ୍ରସାଦ, ବଣୁଆସାହି, ବିଜିପୁର, ଜଗନ୍ନାଥପ୍ରସାଦ, କରଞ୍ଜାମାଳ, କୁସୁନପୁର, ଲକ୍ଷ୍ମୀପ୍ରସାଦ, ନୂଆଗାଁ, ଶଙ୍ଖଜୋଡି, ସରସ୍ୱତୀ ଓ ଶଶିକାଦେଇପୁର ଗ୍ରାମରେ ଅଧିଗ୍ରହଣ ପାଇଁ ପ୍ରସ୍ତାବ ଦାଖଲ କରାଯାଇଛି । ପରବର୍ତ୍ତୀରେ, ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ, ଭୁବନେଶ୍ୱର (R&DM Department, Bhubaneswar) ଦ୍ୱାରା ସମସ୍ତ ଗ୍ରାମ ପାଇଁ ୪(୧) ଅଧିସୂଚନା ପ୍ରକାଶିତ କରାଯାଇଛି, ଯାହାର ବିବରଣୀ ତଳେ ଦିଆଯାଇଛି। ଏହି ଅଧିସୂଚନା ତଥ୍ୟ ଓଡ଼ିଆ ଓ ଇଂରାଜୀ ଭାଷାରେ ସମ୍ପୃକ୍ତ ଗ୍ରାମଗୁଡ଼ିକରେ ଗ୍ରାମ ପଞ୍ଚାୟତ୍, ତହସିଲ୍ କାର୍ଯ୍ୟାଳୟ, ଉପ-ବିଭାଗୀୟ କାର୍ଯ୍ୟାଳୟ ଓ ବିଭାଗୀୟ ମୁଖ୍ୟାଳୟରେ ପ୍ରକାଶିତ କରାଯାଇଅଛି । କିଛି ସାଧାରଣ ଲୋକଙ୍କ ତରଫରୁ ମିଳିଥିବା ଆପତ୍ତିଗୁଡ଼ିକୁ ବ୍ୟକ୍ତିଗତ ଭାବେ ଶୁଣାଣି କରାଯାଇ ସମୟମଧ୍ୟରେ ନିରାକରଣ କରାଯାଇଛି। ଏହି ପ୍ରକାଶନ ପରେ, ସମସ୍ତ ଗ୍ରାମ ପାଇଁ ସାମାଜିକ ପ୍ରଭାବ ମୂଲ୍ୟାଙ୍କନ (Social Impact Assessment) କରାଯାଇଛି ଓ ଅନୁମୋଦିତ ସଂସ୍ଥା ତରଫରୁ ଚିଠା ବିବରଣୀ ପ୍ରକାଶ ପାଇଛି, ଯାହାର ତାଲିକା ତଳେ ଦିଆଯାଇଅଛି।
ଏଲ.ଏ. କେସ ନଂ. | ମୌଜା | ଅନୁରୋଧ ଦାଖଲ କରାଯାଇଥିବା ଜମି ର ପରିମାଣ (ଏକର ରେ) | ୪(୧) ଅଧିସୂଚନା ନଂ ଏବଂ ତାରିଖ | ସାମାଜିକ ପ୍ରଭାବ ମୂଲ୍ୟାଙ୍କନ କରୁଥିବା ସଂସ୍ଥା | ଚିଠା ତାଲିକା ଗ୍ରହଣର ତାରିଖ |
1 | 2 | 3 | 4 | 7 | 9 |
୨/୨୪ | ବଜରାପୁର | ୧୧୪.୨୯୬୭ | ୨୭୬୫୧ ୧୬.୦୮.୨୪ | Devnext Consultancy Ltd, BBSR | ୨୮.୧୦.୨୪ |
୭/୨୪ | ବଲଭଦ୍ରପ୍ରସାଦ | ୮୧.୦୬୮ | ୨୯୮୮୩ ୦୨.୦୯.୨୦୨୪ | M/S Agriculture & Rural Development Consultancy Society, BBSR | ୦୪.୧୧.୨୪ |
୩/୨୪ | ବାଣୁଆସାହି | ୧୫୧.୬୯୯୨ | ୨୭୬୫୭ ୧୬.୦୮.୨୦୨୪ | Amity Humanity Foundation, BBSR | ୨୦.୦୯.୨୪ |
୧୦/୨୪ | ବିଜିପୁର | ୪୩.୬୬ | ୨୯୮୯୫ ୦୨.୦୯.୨୪ | Kartabya BBSR | ୧୯.୧୦.୨୪ |
୧୨/୨୪ | ଜଗନ୍ନାଥପ୍ରସାଦ | ୧୦୨.୮୬ | ୨୯୮୭୭ ୦୨.୦୯.୨୪ | Agranee Mayurbhanja | ୧୯.୧୦.୨୪ |
୧୧/୨୪ | କରଞ୍ଜମାଳ | ୨୦୧.୧୪ | ୨୯୮୮୯ ୦୨.୦୯.୨୪ | M/S Arkitechno Consultants (India) Pvt. Ltd, BBSR | ୨୮.୧୦.୨୪ |
୧/୨୪ | କୁସୁନପୁର | ୧୮୮.୨୨୯୭ | ୨୭୬୬୫ ୧୬.୦୮.୨୪ | CYSD, BBSR | ୦୬.୧୧.୨୪ |
୯/୨୪ | ଲକ୍ଷ୍ମୀପ୍ରସାଦ | ୭୪.୩୮୯୯ | ୨୯୮୭୧ ୦୨.୦୯.୨୪ | M/S National Institute of Rural Development & Environmental Science, BBSR | ୦୪.୧୧.୨୪ |
୫/୨୪ | ନୂଆଗାଁ | ୧୪୪.୩୨ | ୨୯୬୬୧ ୩୧.୦୮.୨୪ | M/S Health & Development Initiatives, BBSR | ୧୨.୧୨.୨୪ |
୪/୨୪ | ଶଙ୍ଖଯୋଡି | ୧୧୦.୬୭୫ | ୨୭୬୪୫ ୧୬.୦୮.୨୪ | Amroosha Nature’s Management Pvt. Ltd. BBSR | ୧୫.୧୦.୨୪ |
୮/୨୪ | ସରସ୍ୱତୀ | ୬୮.୧୭୬୮ | ୨୯୮୬୫ ୦୨.୦୯.୨୪ | M/S Atlas Management Consultancy Service Pvt. Ltd, Jharkhand | ୧୫.୧୦.୨୪ |
୬/୨୪ | ଶଶିକାଦେଇପୁର | ୧୦୭୯.୯୯୯୧ | ୨୯୬୫୫ ୩୧.୦୮.୨୪ | KIIT, BBSR | ୦୫.୧୨.୨୪ |
| ମୋଟ | ୨୩୬୦.୫୧୪୪ |
|
|
|