• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ

ଭଦ୍ରକ ଜିଲ୍ଲା ମା’ ଭଦ୍ରକାଳୀ ମନ୍ଦିର ଓ ବାବା ଆଖଣ୍ଡଳମଣୀ ମନ୍ଦିର ପାଇଁ ପ୍ରସିଦ୍ଧ ଅଟେ , ଯାହା କି ବର୍ତ୍ତମାନ ସାରା ଓଡିଶାରେ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପାଇଅଛି। ଏହି ଜିଲ୍ଲା ମଧ୍ୟ ସ୍ଵାଧୀନତା ସଂଗ୍ରାମୀ ବଳି ଦାନ ର ମାଟି ଯଥା ଇରମ ,ସହିଦନଗର ଓ ଉତ୍କଳର ଶେଷ ସମ୍ରାଟ ଙ୍କର ଯୁଦ୍ଧ କ୍ଷେତ୍ର , ଗୋହିରୀ ଟିକିରି , ଧାମନଗର ଏବଂ ପାଳୁଅ ଲଡୁ ଓ ଛେନା ମୁଡୁକି ପାଇଁ ପ୍ରସିଦ୍ଧି ଲାଭ କରିଅଛି । ଆରଡି , ଆହାରପଦା, ଚାନ୍ଦବାଲି, ଧାମନଗର, ଧାମରା ଏବଂ ଇରମ ଏହି ଜିଲ୍ଲାରେ ଅନ୍ୟତମ ପର୍ଯ୍ୟଟନ ସ୍ତଳ ରୂପେ ପରିଗଣିତ ।