• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
କ୍ରମିକ ସଂଖ୍ୟା ବିଷୟ ବର୍ଣ୍ଣନା ଆରମ୍ଭ ତାରିଖ ଶେଷ ତାରିଖ ଦେଖନ୍ତୁ/ଡାଉନଲୋଡ୍
1 ଭଦ୍ରକ ଜିଲ୍ଲାର ୨୦୨୬-୨୭ ବର୍ଷ ପାଇଁ ବିଦେଶୀ ଠିପି ବନ୍ଦ ମଦ ଦୋକାନ ଓ ଦେଶୀ ମଦ ଦୋକାନ ବନ୍ଦୋବସ୍ତ ସମ୍ବନ୍ଧରେ ଲଟେରୀ ତାରିଖ ବୃଦ୍ଧି ସମ୍ବନ୍ଧୀୟ ସୂଚନା।

ଭଦ୍ରକ ଜିଲ୍ଲାର ୨୦୨୬-୨୭ ବର୍ଷ ପାଇଁ ବିଦେଶୀ ଠିପି ବନ୍ଦ ମଦ ଦୋକାନ ଓ ଦେଶୀ ମଦ ଦୋକାନ ବନ୍ଦୋବସ୍ତ ସମ୍ବନ୍ଧରେ ଲଟେରୀ ତାରିଖ ବୃଦ୍ଧି ସମ୍ବନ୍ଧୀୟ ସୂଚନା।

25-05-2026 29-05-2026
2 ଭଦ୍ରକ ଜିଲ୍ଲାର ସ୍ଥାବର ସମ୍ପତ୍ତିର ସଂଶୋଧିତ ବଜାର ମୂଲ୍ୟ (Revised Market Value) ଏତଦ୍ୱାରା ୧ ଏପ୍ରିଲ୍,୨୦୨୬ ରୁ ଜିଲ୍ଲାରେ କାର୍ଯ୍ୟକାରୀ ହେବା ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଉଛି।

ଭଦ୍ରକ ଜିଲ୍ଲାର ସ୍ଥାବର ସମ୍ପତ୍ତିର ସଂଶୋଧିତ ବଜାର ମୂଲ୍ୟ (Revised Market Value) ଏତଦ୍ୱାରା ୧ ଏପ୍ରିଲ୍,୨୦୨୬ ରୁ ଜିଲ୍ଲାରେ କାର୍ଯ୍ୟକାରୀ ହେବା ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଉଛି।

31-03-2026 30-06-2026
3 ଭଦ୍ରକ ଜିଲ୍ଲା ଅଧୀନରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ କାର୍ଯ୍ୟକାରୀକାରୀ ସଂସ୍ଥା ଭାବରେ ଫେଲୋସିପ୍ ଏନଜିଓ ଚୟନ ବିଷୟରେ ସୂଚନା |

ଭଦ୍ରକ ଜିଲ୍ଲା ଅଧୀନରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ କାର୍ଯ୍ୟକାରୀକାରୀ ସଂସ୍ଥା ଭାବରେ ଫେଲୋସିପ୍ ଏନଜିଓ ଚୟନ ବିଷୟରେ ସୂଚନା |

21-01-2026 20-01-2028
4 ଓଡ଼ିଶା ସରକାର ଙ୍କ ଦ୍ୱାରା ପ୍ରକାଶିତ କ୍ଷୁଦ୍ର ଜମାକାରୀଙ୍କ ନିମନ୍ତେ ସର୍ବସାଧାରଣ ସୂଚନା ।

ଓଡ଼ିଶା ସରକାର ଙ୍କ ଦ୍ୱାରା ପ୍ରକାଶିତ ଯୋଗ୍ୟ କ୍ଷୁଦ୍ର ଜମାକାରୀଙ୍କ ତାଲିକା ଯଥା ମାନ୍ୟବର ତଦନ୍ତ କମିଶନ ଦ୍ୱାରା ସୁପାରିଶ ଏବଂ ଗୋଲଡେନ ଲ୍ୟାଣ୍ଡ ଡେଭେଲପର ଗୃପ ଅଫ୍ କମ୍ପାନିଜ ଅନ୍ତର୍ଭୁକ୍ତ ଏବଂ କ୍ଷତିପୂରଣ ପାଇନଥିବା ଜମାକାରୀ ଙ୍କ  ନିମନ୍ତେ ସର୍ବସାଧାରଣ ସୂଚନା । 

02-12-2025 31-12-2026