• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
S. No. Title Description Start Date End Date Documents
61 MGNREGS ଅଧୀନରେ ସାମାଜିକ ଅଡିଟ୍ ପରିଚାଳନା ପାଇଁ ବନ୍ତ ବ୍ଲକ୍ ପାଇଁ ବ୍ଲକ୍ ସୋସିଆଲ୍ ଅଡିଟର ଚୟନ ଏବଂ ଯୋଗଦାନ | MGNREGS ଅଧୀନରେ ସାମାଜିକ ଅଡିଟ୍ ପରିଚାଳନା ପାଇଁ ବନ୍ତ ବ୍ଲକ୍ ପାଇଁ ବ୍ଲକ୍ ସୋସିଆଲ୍ ଅଡିଟର ଚୟନ ଏବଂ ଯୋଗଦାନ | 25-03-2025 28-03-2025
62 ଭଦ୍ରକ ଜିଲ୍ଲା ନ୍ୟାୟାଳୟ ରେ ଜୁନିଅର ଟାଇପିଷ୍ଟ ପଦବୀ ପାଇଁ ସଫଳ ପ୍ରାର୍ଥୀଙ୍କ ମେଧା ତାଲିକା । ଭଦ୍ରକ ଜିଲ୍ଲା ନ୍ୟାୟାଳୟ ରେ ଜୁନିଅର ଟାଇପିଷ୍ଟ ପଦବୀ ପାଇଁ ସଫଳ ପ୍ରାର୍ଥୀଙ୍କ ମେଧା ତାଲିକା ।  24-03-2025 25-04-2025
63 ଭଦ୍ରକ ଜିଲ୍ଲାର ସମସ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV) ରେ ପାର୍ଟ ଟାଇମ୍ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ପ୍ୟାନେଲିକରଣ ଭଦ୍ରକ ଜିଲ୍ଲାର ସମସ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV) ରେ ପାର୍ଟ ଟାଇମ୍ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ପ୍ୟାନେଲିକରଣ 13-03-2025 31-03-2025
64 ଭଦ୍ରକ ଜିଲ୍ଲା ନ୍ୟାୟାଳୟ ରେ ଷ୍ଟେନୋଗ୍ରାଫର ଗ୍ରେଡ-III, ଜୁନିଅର ଟାଇପିଷ୍ଟ, ବେତନଭୋଗୀ ଅମିନ ପଦବୀ ପାଇଁ ସଫଳ ପ୍ରାର୍ଥୀଙ୍କ ମେଧା ତାଲିକା। ଭଦ୍ରକ ଜିଲ୍ଲା ନ୍ୟାୟାଳୟ ରେ ଷ୍ଟେନୋଗ୍ରାଫର ଗ୍ରେଡ-III, ଜୁନିଅର ଟାଇପିଷ୍ଟ, ବେତନଭୋଗୀ ଅମିନ ପଦବୀ ପାଇଁ ସଫଳ ପ୍ରାର୍ଥୀଙ୍କ ମେଧା ତାଲିକା। 10-03-2025 25-03-2025
65 ଶିଶୁ ଯତ୍ନ ଅନୁଷ୍ଠାନ ,ଶାନ୍ତି ଆଶ୍ରମ ,ତିହିଡ଼ି ରେ ନିଯୁକ୍ତି ସମ୍ପର୍କିତ ଚୂଡ଼ାନ୍ତ ତାଲିକା ପ୍ରକାଶନ : ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ,ଭଦ୍ରକ ଶିଶୁ ଯତ୍ନ ଅନୁଷ୍ଠାନ ,ଶାନ୍ତି ଆଶ୍ରମ ,ତିହିଡ଼ି ରେ ନିଯୁକ୍ତି ସମ୍ପର୍କିତ ଚୂଡ଼ାନ୍ତ ତାଲିକା ପ୍ରକାଶନ : ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ,ଭଦ୍ରକ 07-02-2025 07-03-2025
66 ପାର୍ଟ ଟାଇମ ଯୋଗ ପ୍ରଶିକ୍ଷକ ତାଲିକା ପ୍ରକାଶନ: ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ଜିଲ୍ଲା ମିଶନ ନିର୍ଦ୍ଦେଶକ। ପାର୍ଟ ଟାଇମ ଯୋଗ ପ୍ରଶିକ୍ଷକ ତାଲିକା ପ୍ରକାଶନ: ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ଜିଲ୍ଲା ମିଶନ ନିର୍ଦ୍ଦେଶକ। 22-01-2025 08-02-2025
67 ଜାତୀୟ ସ୍ଵାସ୍ଥ୍ୟ ମିଶନ,ଭଦ୍ରକ ଅଧୀନରେ ବିଭିନ୍ନ ପଦ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ପ୍ରାର୍ଥୀ ତାଲିକା ପ୍ରକାଶନ। ଜାତୀୟ ସ୍ଵାସ୍ଥ୍ୟ ମିଶନ,ଭଦ୍ରକ ଅଧୀନରେ ବିଜ୍ଞାପନ ସଂଖ୍ୟା ୧୫/୨୦୨୪  ତାରିଖ ୧୪ /୧୧/୨୦୨୪ ଅନୁଯାଇ ବିଭିନ୍ନ ପଦ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ପ୍ରାର୍ଥୀ ତାଲିକା ପ୍ରକାଶନ। 09-01-2025 31-01-2025
68 ଶିଶୁ ଯତ୍ନ ଅନୁଷ୍ଠାନ ,ଗାନ୍ଧୀ ଓଡ଼ିଶା ବାଳାଶ୍ରମ ଆଶ୍ରମ,ଭଦ୍ରକ ରେ ନିଯୁକ୍ତି ସମ୍ପର୍କିତ ଚୂଡ଼ାନ୍ତ ତାଲିକା ପ୍ରକାଶନ : ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ,ଭଦ୍ରକ ଶିଶୁ ଯତ୍ନ ଅନୁଷ୍ଠାନ ,ଗାନ୍ଧୀ ଓଡ଼ିଶା ବାଳାଶ୍ରମ ଆଶ୍ରମ,ଭଦ୍ରକ ରେ ବିଜ୍ଞାପନ ସଂଖ୍ୟା ୭୧୦ ତା-୨୭/୧୧/୨୦୨୧ ଅନୁଯାଇ ନିଯୁକ୍ତି ସମ୍ପର୍କିତ ଚୂଡ଼ାନ୍ତ ତାଲିକା ପ୍ରକାଶନ : ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ,ଭଦ୍ରକ 08-01-2025 31-01-2025
69 ଅବସରପ୍ରାପ୍ତ ରାଜସ୍ଵ କ୍ଷେତ୍ର କର୍ମଚାରୀ ଙ୍କୁ ବିଭିନ୍ନ ତହସିଲ ର ବିସିପି ସେଲ ରେ ପୁନଃ ନିଯୁକ୍ତି ପାଇଁ ବିଜ୍ଞାପନ । ଅବସରପ୍ରାପ୍ତ ରାଜସ୍ଵ କ୍ଷେତ୍ର କର୍ମଚାରୀ ଙ୍କୁ ବିଭିନ୍ନ ତହସିଲ ର ବିସିପି ସେଲ ରେ ପୁନଃ ନିଯୁକ୍ତି ପାଇଁ ବିଜ୍ଞାପନ ।  31-12-2024 25-01-2025
70 ପାର୍ଟ ଟାଇମ ଯୋଗ ପ୍ରଶିକ୍ଷକଙ୍କ ପଦ ର କାଉନଶେଲିଂ ପାଇଁ ସୂଚନା: ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ଜିଲ୍ଲା ମିଶନ ନିର୍ଦ୍ଦେଶକ। ପାର୍ଟ ଟାଇମ ଯୋଗ ପ୍ରଶିକ୍ଷକଙ୍କ ପଦ ର କାଉନଶେଲିଂ ପାଇଁ ସୂଚନା: ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ଜିଲ୍ଲା ମିଶନ ନିର୍ଦ୍ଦେଶକ। 24-12-2024 05-01-2025
71 ପାର୍ଟ ଟାଇମ ଇନଷ୍ଟ୍ରକ୍ଟର (ଶାରୀରିକ ଶିକ୍ଷା) ନିଯୁକ୍ତି ସମ୍ବନ୍ଧୀୟ ଚୂଡ଼ାନ୍ତ ମେଧା ତାଲିକାର ପ୍ରକାଶନ (ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ,ସମଗ୍ର ଶିକ୍ଷା,ଭଦ୍ରକ ) ପାର୍ଟ ଟାଇମ ଇନଷ୍ଟ୍ରକ୍ଟର (ଶାରୀରିକ ଶିକ୍ଷା) ନିଯୁକ୍ତି ସମ୍ବନ୍ଧୀୟ ଚୂଡ଼ାନ୍ତ ମେଧା ତାଲିକାର ପ୍ରକାଶନ (ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ,ସମଗ୍ର ଶିକ୍ଷା,ଭଦ୍ରକ ) 24-12-2024 31-12-2024
72 ଶିଶୁ ଯତ୍ନ ଅନୁଷ୍ଠାନ ,ଶାନ୍ତି ଆଶ୍ରମ ,ତିହିଡ଼ି ରେ ନିଯୁକ୍ତି ସମ୍ପର୍କିତ ତାଲିକା ପ୍ରକାଶନ : ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ,ଭଦ୍ରକ ଶିଶୁ ଯତ୍ନ ଅନୁଷ୍ଠାନ ,ଶାନ୍ତି ଆଶ୍ରମ ,ତିହିଡ଼ି ରେ ନିଯୁକ୍ତି ସମ୍ପର୍କିତ ତାଲିକା ପ୍ରକାଶନ : ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ,ଭଦ୍ରକ  16-12-2024 24-12-2024
73 ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟ,ଭଦ୍ରକରେ ସାମୟିକ ଯୋଗ ଇନଷ୍ଟ୍ରକଟର ପଦ ପାଇଁ ଦସ୍ତାବିଜ ତନଖି ଓ ସାକ୍ଷାତକାର ପାଇଁ ସୂଚନା । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟ,ଭଦ୍ରକରେ ସାମୟିକ ଯୋଗ ଇନଷ୍ଟ୍ରକଟର ପଦ ପାଇଁ ଦସ୍ତାବିଜ ତନଖି ଓ ସାକ୍ଷାତକାର ପାଇଁ ସୂଚନା ।  20-11-2024 27-11-2024
74 ଜାତୀୟ ସ୍ଵାସ୍ଥ୍ୟ ମିଶନ,ଭଦ୍ରକ ଅଧୀନରେ କାଉନସେଲର ପଦ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ପ୍ରାର୍ଥୀ ତାଲିକା ପ୍ରକାଶନ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟ ର ଜାତୀୟ ସ୍ଵାସ୍ଥ୍ୟ ମିଶନ,ଭଦ୍ରକ ଅଧୀନରେ କାଉନସେଲର ପଦ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ପ୍ରାର୍ଥୀ  ତାଲିକା ପ୍ରକାଶନ।  20-11-2024 20-12-2024
75 ଜାତୀୟ ସ୍ଵାସ୍ଥ୍ୟ ମିଶନ,ଭଦ୍ରକ ଅନ୍ତର୍ଗତ ବିଭିନ୍ନ ଚୁକ୍ତିଭିତ୍ତିକ ପଦବୀ ଚୟନ ପାଇଁ ବିଜ୍ଞାପନ ଜାତୀୟ ସ୍ଵାସ୍ଥ୍ୟ ମିଶନ,ଭଦ୍ରକ ଅନ୍ତର୍ଗତ ବିଭିନ୍ନ ଚୁକ୍ତିଭିତ୍ତିକ ପଦବୀ ଚୟନ ପାଇଁ ବିଜ୍ଞାପନ  14-11-2024 13-12-2024