| Sr. No. | Title | Description | Start Date | End Date | End Time | Download/Details |
|---|---|---|---|---|---|---|
| 1 | ୨୦୨୬-୨୭ ବର୍ଷ ପାଇଁ ଭାରତ ନିର୍ମିତ ବିଦେଶୀ ମଦ ଏବଂ ଦେଶୀ ମଦ ଦୋକାନ ଉପରେ ସ୍ୱତନ୍ତ୍ର ପ୍ରିଭେଲେଜ୍ ସମାଧାନ ପାଇଁ ଲଟେରୀ ମାଧ୍ୟମରେ ବିକ୍ରୟ ଆବେଦନ ଆହ୍ଵାନ୍ । | ୨୦୨୬-୨୭ ବର୍ଷ ପାଇଁ ଭାରତ ନିର୍ମିତ ବିଦେଶୀ ମଦ ଏବଂ ଦେଶୀ ମଦ ଦୋକାନ ଉପରେ ସ୍ୱତନ୍ତ୍ର ପ୍ରିଭେଲେଜ୍ ସମାଧାନ ପାଇଁ ଲଟେରୀ ମାଧ୍ୟମରେ ବିକ୍ରୟ ଆବେଦନ ଆହ୍ଵାନ୍ । |
05-05-2026 | 22-05-2026 | Excise_Liquor_Shop_Lottery_Sale Notice_Bdk_0.pdf (3.07 MB) , ସଂଶୋଧିତବିଜ୍ଞାପନ_ଶେଷ_ତାରିଖ (320.91 KB) | |
| 2 | ଚାନ୍ଦବାଲି ବ୍ଲକ୍ ଅଞ୍ଚଳର ବାସିନ୍ଦାମାନଙ୍କ ପାଇଁ ଚାନ୍ଦବାଲି ମୁଖ୍ୟ ବଜାର,ସିମୁଳିଆ ଉପ-ବଜାର ଏବଂ ଆରଡ଼ି ଉପ-ବଜାର ପ୍ରାଙ୍ଗଣରେ ଦୋକାନ ଗୃହ ଏବଂ ଗୋଦାମ ବଣ୍ଟନ ନିମନ୍ତେ ଆବେଦନ ଆହ୍ୱାନ କରାଯାଉଛି। | ଚାନ୍ଦବାଲି ବ୍ଲକ୍ ଅଞ୍ଚଳର ବାସିନ୍ଦାମାନଙ୍କ ପାଇଁ ଚାନ୍ଦବାଲି ମୁଖ୍ୟ ବଜାର,ସିମୁଳିଆ ଉପ-ବଜାର ଏବଂ ଆରଡ଼ି ଉପ-ବଜାର ପ୍ରାଙ୍ଗଣରେ ଦୋକାନ ଗୃହ ଏବଂ ଗୋଦାମ ବଣ୍ଟନ ନିମନ୍ତେ ଆବେଦନ ଆହ୍ୱାନ କରାଯାଉଛି। |
20-03-2026 | 27-04-2026 | ଅପରାହ୍ନ ୩ ଘଟିକା | ବିଜ୍ଞପ୍ତି (1.01 MB) , ଶେଷତାରିଖ ସଂଶୋଧିତ ବିଜ୍ଞପ୍ତି (635.29 KB) |
| 3 | ଆସନ୍ତା ୯ ଅପ୍ରେଲ,୨୦୨୬ ରେ ଅପରାହ୍ନ ୦୫.୦୦ ସମୟରେ ୨୦୨୫-୨୬ ବର୍ଷ ପାଇଁ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରକଳ୍ପ ମୂଲ୍ୟାଙ୍କନ କମିଟି (DLPAC) ବୈଠକ ସମ୍ପର୍କରେ ବିଜ୍ଞପ୍ତି। | ଆସନ୍ତା ୯ ଅପ୍ରେଲ,୨୦୨୬ ରେ ଅପରାହ୍ନ ୦୫.୦୦ ସମୟରେ ୨୦୨୫-୨୬ ବର୍ଷ ପାଇଁ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରକଳ୍ପ ମୂଲ୍ୟାଙ୍କନ କମିଟି (DLPAC) ବୈଠକ ସମ୍ପର୍କରେ ବିଜ୍ଞପ୍ତି। |
21-03-2026 | 10-04-2026 | ଅପରାହ୍ନ ୫ ଘଟିକା | DLPAC-2025-26.pdf (204.28 KB) |
| 4 | ୨୦୨୬ -୨୭ ଆର୍ଥିକ ବର୍ଷ ପାଇଁ "ବିକଶିତ ଗାଁ ,ବିକଶିତ ଓଡ଼ିଶା"ଯୋଜନା ମାଧ୍ୟମରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ଖସଡା ପ୍ରସ୍ତୁତି ନିମନ୍ତେ ଆବଶ୍ୟକୀୟ ପ୍ରକଳ୍ପ ତାଲିକା ଆହ୍ୱାନ କରାଯାଉଛି । | ୨୦୨୬ -୨୭ ଆର୍ଥିକ ବର୍ଷ ପାଇଁ "ବିକଶିତ ଗାଁ ,ବିକଶିତ ଓଡ଼ିଶା" ଯୋଜନା ମାଧ୍ୟମରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ଖସଡା ପ୍ରସ୍ତୁତି ନିମନ୍ତେ ୭ ଟି ବ୍ଳକ୍ ରୁ ଆବଶ୍ୟକୀୟ ପ୍ରକଳ୍ପ ତାଲିକା ଆହ୍ୱାନ କରାଯାଉଛି । |
24-03-2026 | 06-04-2026 | ବିକଶିତ ଗାଁ ବିକଶିତ ଓଡିଶା.pdf (292.12 KB) | |
| 5 | ଧାମରା ଶିଳ୍ପ ପାର୍କ ପ୍ରକଳ୍ପ ପ୍ରତିଷ୍ଠା ସମ୍ପର୍କିତ ଭୂମି ଅଧିଗ୍ରହଣ ଆଇନ ଅନୁଯାୟୀ ୧୯(୧) ବିଜ୍ଞପ୍ତିର ନୋଟିସ୍ । | ଧାମରା ଶିଳ୍ପ ପାର୍କ ପ୍ରକଳ୍ପ ପ୍ରତିଷ୍ଠା ସମ୍ପର୍କିତ ଭୂମି ଅଧିଗ୍ରହଣ ଆଇନ ଅନୁଯାୟୀ ୧୯(୧) ବିଜ୍ଞପ୍ତିର ନୋଟିସ୍ । |
09-02-2026 | 31-03-2026 | Jagannathprasad AC.295.555.pdf (4.35 MB) , Kaithakhola 0.19.pdf (1.87 MB) , Laxmiprasad 22.4450.pdf (2.67 MB) | |
| 6 | ଧାମରା ଶିଳ୍ପ ପାର୍କ ପ୍ରକଳ୍ପ ପ୍ରତିଷ୍ଠା ସମ୍ପର୍କିତ ଭୂମି ଅଧିଗ୍ରହଣ ଆଇନ ଅନୁଯାୟୀ ୧୯(୧) ବିଜ୍ଞପ୍ତିର ନୋଟିସ୍ । | ଧାମରା ଶିଳ୍ପ ପାର୍କ ପ୍ରକଳ୍ପ ପ୍ରତିଷ୍ଠା ସମ୍ପର୍କିତ ଭୂମି ଅଧିଗ୍ରହଣ ଆଇନ ଅନୁଯାୟୀ ୧୯(୧) ବିଜ୍ଞପ୍ତିର ନୋଟିସ୍ । |
01-01-2026 | 07-02-2026 | 19(1)_ Laxmiprasad_55.8460.pdf (4.12 MB) | |
| 7 | ଭଦ୍ରକ ପୌରପାଳିକାଙ୍କ ନିର୍ମାଣ ହୋଇଥିବା ଦୋକାନ ଗୃହ ଆବଣ୍ଟନ ନିମନ୍ତେ ଆଗ୍ରହ କରାଯାଇଥିବା ଦରଖାସ୍ତ ଓ ତତ୍ ସମ୍ବନ୍ଧୀୟ ସମସ୍ତ କାଗଜାତ ଏବଂ ବ୍ୟାଙ୍କ ଢିମାଣ୍ଡ ଡ୍ରାଫଟ (DD) ଫେରସ୍ତ ନେବାକୁ ଅନୁରୋଧ | ଭଦ୍ରକ ପୌରପାଳିକାଙ୍କ ନିର୍ମାଣ ହୋଇଥିବା ଦୋକାନ ଗୃହ ଆବଣ୍ଟନ ନିମନ୍ତେ ଆଗ୍ରହ କରାଯାଇଥିବା ଦରଖାସ୍ତ ଓ ତତ୍ ସମ୍ବନ୍ଧୀୟ ସମସ୍ତ କାଗଜାତ ଏବଂ ବ୍ୟାଙ୍କ ଢିମାଣ୍ଡ ଡ୍ରାଫଟ (DD) ଫେରସ୍ତ ନେବାକୁ ଅନୁରୋଧ |
25-01-2026 | 05-02-2026 | 241-Tax-Shop Room-Return of DD.pdf (487.66 KB) | |
| 8 | ଧାମରା ଶିଳ୍ପ ପାର୍କ ପ୍ରକଳ୍ପ ପ୍ରତିଷ୍ଠା ସମ୍ପର୍କିତ ଭୂମି ଅଧିଗ୍ରହଣ ଆଇନ ଅନୁଯାୟୀ ୧୯(୧) ବିଜ୍ଞପ୍ତିର ନୋଟିସ୍ । | ଧାମରା ଶିଳ୍ପ ପାର୍କ ପ୍ରକଳ୍ପ ପ୍ରତିଷ୍ଠା ସମ୍ପର୍କିତ ଭୂମି ଅଧିଗ୍ରହଣ ଆଇନ ଅନୁଯାୟୀ ୧୯(୧) ବିଜ୍ଞପ୍ତିର ନୋଟିସ୍ । |
06-12-2025 | 31-01-2026 | Balabhadraprasad4_22.pdf (2.97 MB) , Balabhadraprasad7_22.pdf (2.38 MB) , Balabhadrasad3_23.pdf (2.97 MB) , Jagannathprasad1_23.pdf (5.78 MB) , Jagannathprasad5_22.pdf (5.77 MB) , Kaithakhola3_22.pdf (2.41 MB) , Kaithakhola4_23.pdf (2.53 MB) , Laxmiprasad1_22.pdf (6.69 MB) | |
| 9 | ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଯୋଜନା (MKBY) ର ବୈଷୟିକ ମୂଲ୍ୟାଙ୍କନ ଏବଂ ବୈଷୟିକ ଯୋଗ୍ୟତାପ୍ରାପ୍ତ ବିଡରଙ୍କ ଦ୍ୱାରା କରାଯିବାକୁ ଥିବା ଉପସ୍ଥାପନା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା। | ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଯୋଜନା (MKBY) ର ବୈଷୟିକ ମୂଲ୍ୟାଙ୍କନ ଏବଂ ବୈଷୟିକ ଯୋଗ୍ୟତାପ୍ରାପ୍ତ ବିଡରଙ୍କ ଦ୍ୱାରା କରାଯିବାକୁ ଥିବା ଉପସ୍ଥାପନା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା। |
07-01-2026 | 13-01-2026 | Information_MKBY_Tender.pdf (349.18 KB) | |
| 10 | ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ କାର୍ଯ୍ୟାନ୍ବୟନ ଏଜେନ୍ସୀ ପାଇଁ ରାଶି ₹୬ ,୦୦୦ /- ରୁ ₹୧୫,୦୦୦ /- କୁ ଆଂଶିକ ସଂଶୋଧନ ସମ୍ବନ୍ଧୀୟ ସୂଚନା | ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ କାର୍ଯ୍ୟାନ୍ବୟନ ଏଜେନ୍ସୀ ପାଇଁ ରାଶି ₹୬ ,୦୦୦ /- ରୁ ₹୧୫,୦୦୦ /- କୁ ଆଂଶିକ ସଂଶୋଧନ ସମ୍ବନ୍ଧୀୟ ସୂଚନା। |
05-01-2026 | 08-01-2026 | CORRIGENDUM (MKBY.pdf (464.6 KB) |
- ମୂଳଉତ୍ସ
- ଜିଲ୍ଲା ସମ୍ବନ୍ଧରେ
- ନିର୍ଦ୍ଦେଶିକା
- ବିଭାଗ
- ପଶୁପାଳନ
- ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ
- ଶିକ୍ଷା
- ସ୍ୱାସ୍ଥ୍ୟ
- ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟ
- ଜିଲ୍ଲା ପରିଷଦ
- ମତ୍ସ୍ୟ ଚାଷ ବିଭାଗ
- ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା
- ଜିଲ୍ଲା ସ୍ଵଳ୍ପ ସଞ୍ଚୟ
- ପରିସଂଖ୍ୟାନ କାର୍ଯ୍ୟାଳୟ
- ଭୂ-ଅର୍ଜନ କାର୍ଯ୍ୟାଳୟ
- ଜିଲ୍ଲା ଶ୍ରମିକ କାର୍ଯ୍ୟାଳୟ
- ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍
- ଜିଲ୍ଲା ଯୋଜନା ଓ ମନିଟରିଂ ୟୁନିଟ
- ଜିଲ୍ଲା ଶିଳ୍ପ କେନ୍ଦ୍ର
- ଜଙ୍ଗଲ ଓ ପରିବେଶ
- ସ୍ୱତନ୍ତ୍ର ଭୁ ଅର୍ଜନ କକ୍ଷ, ଶିଳ୍ପ ପାର୍କ ପ୍ରକଳ୍ପ
- ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ
- ଦସ୍ତାବିଜ
- ନୋଟିସ୍
- ପର୍ଯ୍ୟଟନ
- ନିର୍ବାଚନ
- ଅଧିକ +
- ଜିଲ୍ଲା ଗେଜେଟିୟର
- କୋଭିଡ – ୧୯
- ନିର୍ବାଚନ ଅଭିଲେଖାଗାର
- ଉପ-ନିର୍ବାଚନ, ଧାମନଗର
- ସ୍ୱତନ୍ତ୍ର ସାରାଂଶ ସଂଶୋଧନ -୨୦୨୨
- ପଞ୍ଚାୟତ ନିର୍ବାଚନ ୨୦୨୨
- ୟୁଏଲବି ନିର୍ବାଚନ ୨୦୨୨
- ନିର୍ବାଚନ ୨୦୧୪
- ନିର୍ବାଚନ ୨୦୧୯
- ମିଡିଆ ଗ୍ୟାଲେରୀ
- ସେବା
- ସୂଚନା ଅଧିକାର
- ଫର୍ମ