• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
କ୍ରମିକ ସଂଖ୍ୟା ବିଷୟ ବର୍ଣ୍ଣନା ଆରମ୍ଭ ତାରିଖ ଶେଷ ତାରିଖ ଶେଷ ସମୟ ଦେଖନ୍ତୁ/ଡାଉନଲୋଡ୍
1 ୨୦୨୬ -୨୭ ଆର୍ଥିକ ବର୍ଷ ପାଇଁ "ବିକଶିତ ଗାଁ ,ବିକଶିତ ଓଡ଼ିଶା"ଯୋଜନା ମାଧ୍ୟମରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ଖସଡା ପ୍ରସ୍ତୁତି ନିମନ୍ତେ ଆବଶ୍ୟକୀୟ ପ୍ରକଳ୍ପ ତାଲିକା ଆହ୍ୱାନ କରାଯାଉଛି ।

୨୦୨୬ -୨୭ ଆର୍ଥିକ ବର୍ଷ ପାଇଁ "ବିକଶିତ ଗାଁ ,ବିକଶିତ ଓଡ଼ିଶା" ଯୋଜନା ମାଧ୍ୟମରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ଖସଡା ପ୍ରସ୍ତୁତି ନିମନ୍ତେ ୭ ଟି ବ୍ଳକ୍ ରୁ ଆବଶ୍ୟକୀୟ ପ୍ରକଳ୍ପ ତାଲିକା ଆହ୍ୱାନ କରାଯାଉଛି । 

24-03-2026 06-04-2026 ବିକଶିତ ଗାଁ ବିକଶିତ ଓଡିଶା.pdf (292.12 KB)
2 ଆସନ୍ତା ୯ ଅପ୍ରେଲ,୨୦୨୬ ରେ ଅପରାହ୍ନ ୦୫.୦୦ ସମୟରେ ୨୦୨୫-୨୬ ବର୍ଷ ପାଇଁ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରକଳ୍ପ ମୂଲ୍ୟାଙ୍କନ କମିଟି (DLPAC) ବୈଠକ ସମ୍ପର୍କରେ ବିଜ୍ଞପ୍ତି।

ଆସନ୍ତା ୯ ଅପ୍ରେଲ,୨୦୨୬ ରେ ଅପରାହ୍ନ ୦୫.୦୦ ସମୟରେ ୨୦୨୫-୨୬ ବର୍ଷ ପାଇଁ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରକଳ୍ପ ମୂଲ୍ୟାଙ୍କନ କମିଟି (DLPAC) ବୈଠକ ସମ୍ପର୍କରେ ବିଜ୍ଞପ୍ତି।

21-03-2026 10-04-2026 ଅପରାହ୍ନ ୫ ଘଟିକା DLPAC-2025-26.pdf (204.28 KB)
3 ଚାନ୍ଦବାଲି ବ୍ଲକ୍ ଅଞ୍ଚଳର ବାସିନ୍ଦାମାନଙ୍କ ପାଇଁ ଚାନ୍ଦବାଲି ମୁଖ୍ୟ ବଜାର,ସିମୁଳିଆ ଉପ-ବଜାର ଏବଂ ଆରଡ଼ି ଉପ-ବଜାର ପ୍ରାଙ୍ଗଣରେ ଦୋକାନ ଗୃହ ଏବଂ ଗୋଦାମ ବଣ୍ଟନ ନିମନ୍ତେ ଆବେଦନ ଆହ୍ୱାନ କରାଯାଉଛି।

ଚାନ୍ଦବାଲି ବ୍ଲକ୍ ଅଞ୍ଚଳର ବାସିନ୍ଦାମାନଙ୍କ ପାଇଁ ଚାନ୍ଦବାଲି ମୁଖ୍ୟ ବଜାର,ସିମୁଳିଆ ଉପ-ବଜାର ଏବଂ ଆରଡ଼ି ଉପ-ବଜାର ପ୍ରାଙ୍ଗଣରେ ଦୋକାନ ଗୃହ ଏବଂ ଗୋଦାମ ବଣ୍ଟନ ନିମନ୍ତେ ଆବେଦନ ଆହ୍ୱାନ କରାଯାଉଛି।

20-03-2026 15-04-2026 ଅପରାହ୍ନ ୩ ଘଟିକା ବିଜ୍ଞପ୍ତି (1.01 MB)